27.8 C
Bhubaneswar
Friday, April 19, 2024
Homeମନୋରଞ୍ଜନଟ୍ରୋଲ୍ ହେଉଛନ୍ତି ଐଶ୍ୱର୍ଯ୍ୟା

ଟ୍ରୋଲ୍ ହେଉଛନ୍ତି ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ : କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ସାମିଲ ହେବାକୁ ଯାଇଛନ୍ତି ବହୁ ବଲିଉଡ୍ ସେଲିବ୍ରିଟି । ଚଳିତ ବର୍ଷ ଆୟୋଜିତ ଏହି ମହୋତ୍ସବରେ ଭାରତରୁ ବହୁ କଳାକାର ସାମିଲ ହୋଇଛନ୍ତି। ରେଡ୍ କାର୍ପେଟରେ ସେଲିବ୍ରିଟିଙ୍କ ନିଆରା ଅନ୍ଦାଜକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ । ଏପରିକି ସେଲିବ୍ରିଟିଙ୍କ ଲୁକ୍ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଏହା ମଧ୍ୟରେ ଟ୍ରୋଲ୍ ହେଉଛନ୍ତି ବଲିଉଡ୍ ଲୋକପ୍ରିୟ କଳାକାର ଐଶ୍ୱର‌୍ୟ୍ୟା ରାୟ ବଚ୍ଚନ । ଗୋଲାପି ଓ କଳା ରଙ୍ଗର ଆଉଟ୍ ଫଇଟ୍ ସହଐଶ୍ୱର୍ଯ୍ୟାଙ୍କ ଦୁଇଟି ଫଟୋ ଭାଇରାଲ୍ ହେବାରେ ଲାଗିଛି । ଏପରିକି ପିଙ୍କ ଡ୍ରେସ୍ ପିନ୍ଧା ଲୁକକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରିବାରେ ଲାଗିଛନ୍ତି। କେହିକେହି ତାଙ୍କୁ ମେକଅପ୍ ସୁଟ୍ କରୁନଥିବା ମଧ୍ୟ କହିଛନ୍ତି । ଆଉ କେହି କେହି ଅଭିନେତ୍ରୀଙ୍କ ଜଣଙ୍କ ବୋଟୋକ୍ସ କରାଇଥିବା ମଧ୍ୟ କହିଛନ୍ତି । କାନ୍ସର ଦ୍ୱିତୀୟ ଦିନରେ ରେଡ୍ କାର୍ପେଟରେ ଧମାକାଦାର୍ ଏଣ୍ଟ୍ରି କରିଥିଲେ ଐଶ୍ୱର‌୍ୟ୍ୟା ରାୟ ବଚ୍ଚନ। କିନ୍ତୁ ହିରୋଇନଙ୍କ ଗେଟଅପ୍ ଓ ଲୁକ୍ ଫ୍ୟାନ୍ସଙ୍କୁ ଏତେଟା ପସନ୍ଦ ଆସିନାହିଁ । ଫଳରେ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ ହେଉଛନ୍ତି ନୀଳ ନୟନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking