31.1 C
Bhubaneswar
Friday, March 29, 2024
Homeଓଡିଶାଏୟାରପୋର୍ଟ ଟ୍ରାଜେଡି: ୪ ଗିରଫ

ଏୟାରପୋର୍ଟ ଟ୍ରାଜେଡି: ୪ ଗିରଫ

ଭୁବନେଶ୍ୱର: ଏୟାରପୋର୍ଟ ନିର୍ମାଣଧୀନ ଛାତ ଭୁଷୁଡିବା ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଠିକାଦାର ଦିଲ୍ଲୀପ ଖଟେଇଙ୍କ ସହ ୪ଜଣ ଗିରଫ ହୋଇଛନ୍ତି । ଠିକା ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲ୍ଲୀପ ଖଟେଇ ଏବଂ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏଜିଏମ ଆଶିଷ ସରକାର, ଇଞ୍ଜିନିୟର ଅଭିଳାଷ ସରକାର ଓ ଗୌତମ ରାୟ ଗିରଫ । କାଲି ରାତିରେ ଛାତ ଭୁଷୁଡି ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର ହୋଇଥିଲେ ।
https://onakhabar.com/2020/01/25/technical-investigation-of-airport-tragedy/
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking