ଲଙ୍ଗ୍ ରୁଟ୍ରେ ସୀମିତ ବିମାନ ଚଳାଇବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ : ଆଗାମୀ ଗ୍ରୀଷ୍ମ ସିଜିନରେ ଲଙ୍ଗ୍ ରୁଟ୍ରେ ବିମାନ ଚଳାଚଳକୁ ସୀମିତ କରିବାକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ପାଇଲଟ୍ ଅଭାବ ଏହାର ମୁଖ୍ୟ କାରଣ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲସନ କହିଛନ୍ତି ଯେ ବର୍ତ୍ତମାନ ଆମେରିକାର ଦୁଇଟି ସହର ଯଥା ନେୱାର୍କ ଓ ସାନ୍ ଫ୍ରାନ୍ସିସ୍କୋକୁ ସପ୍ତାହରେ ୬ଟି (ତିନିଟି ଲେଖାଏଁ) ଏୟାର ଇଣ୍ଡିଆ ବିମାନ … Continue reading ଲଙ୍ଗ୍ ରୁଟ୍ରେ ସୀମିତ ବିମାନ ଚଳାଇବ ଏୟାର ଇଣ୍ଡିଆ
Copy and paste this URL into your WordPress site to embed
Copy and paste this code into your site to embed