ଏବେ ନୂଆ ୟୁନିଫର୍ମରେ ନଜର ଆସିବେ ଏୟାର ଇଣ୍ଡିଆ ଷ୍ଟାଫ୍

ନୂଆଦିଲ୍ଲୀ:ଏୟାର ଇଣ୍ଡିଆ କମ୍ପାନୀ ଟାଟା କମ୍ପାନୀ ହାତକୁ ଆସିବା ପରେ ଏଥିରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ନିକଟରେ ଖବର ଆସିଥିଲା ଯେ, ଏୟାର ହଷ୍ଟେସଙ୍କ ୟୂନିଫର୍ମ ବଦଳିବ । ଏବେଯାଏଁ ଏୟାର ଇଣ୍ଡିଆର ମହିଳା କ୍ର୍ୟୁମେମ୍ବର୍ସଙ୍କୁ ଶାଢୀ ପିନ୍ଧୁଥିଲେ । କିନ୍ତୁ ଏଣିକି ତାଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରାଯିବ । ସବୁଠାରୁ ଖାସ୍ କଥା ହେଲା ଏହି ୟୁନିଫର୍ମକୁ ଡିଜାଇନ୍ କରିବେ ଦେଶର ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷ ମହ୍ଲୋତ୍ରା । ଏଥିପାଇଁ … Continue reading ଏବେ ନୂଆ ୟୁନିଫର୍ମରେ ନଜର ଆସିବେ ଏୟାର ଇଣ୍ଡିଆ ଷ୍ଟାଫ୍