37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଲ୍ୟାଣ୍ଡିଂ ବେଳେ କ୍ରାସ୍‌ ହେଲା ଏୟାର ଇଣ୍ଡିଆ ବିମାନ

ଲ୍ୟାଣ୍ଡିଂ ବେଳେ କ୍ରାସ୍‌ ହେଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: କେରଳରେ ଏୟାର ଇଣ୍ଡିଆ ବିମାନ ଲ୍ୟାଣ୍ଡିଂ ବେଳେ କ୍ରାସ୍‌ ହୋଇ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ପାଇଲଟ ଓ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ବିମାନଟି ଦୁବାଇରୁ ୧୮୦ ଯାତ୍ରୀଙ୍କୁ ନେଇ କୋଝିକୋଡ ଆସୁଥିଲା । ରନ୍‌ୱେରେ ଦୁଇ ଫାଳ ହୋଇଗଲା ଏୟାର ଇଣ୍ଡିଆ ବିମାନ।
ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ସନ୍ଧ୍ୟା ୭ତା ୪୦ ରେ IX-୧୩୪୪ ବିମାନଟି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ୨୪ଟି ଆମ୍ବୁଲାନ୍ସ ପହଁଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking