30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଜୁନ ୩୦ ଯାଏଁ ମେଲ୍‌, ପାସେଞ୍ଜର ବାତିଲ୍‌

ଜୁନ ୩୦ ଯାଏଁ ମେଲ୍‌, ପାସେଞ୍ଜର ବାତିଲ୍‌

ଭୁବନେଶ୍ୱର: ସମସ୍ତ ମେଲ୍‌/ଏକ୍ସପ୍ରେସ ଓ ଇଣ୍ଟରସିଟି ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସୂଚନା ଅନୁସାରେ, ମେଲ୍‌/ଏକ୍ସପ୍ରେସ ଓ ଇଣ୍ଟରସିଟି ମେ ୧୭ ତାରିଖ ପର୍ଯ୍ୟନ୍ତ ବାତିଲ ଥିଲା । ତେବେ ମେ ୧୭ ପର୍ଯ୍ୟନ୍ତ ବାତିଲ ପାସେଂଜର ମଧ୍ୟ ଜୁନ ୩୦ ଯାଏଁ ବାତିଲ ବୋଲି ସୂଚନା ଦିଆଯାଇଛି । ଏହାଛଡା ସମସ୍ତ ସବ୍ ଅର୍ବାନ ଓ ମେଟ୍ରୋ ରେଲ୍ ମଧ୍ୟ ଜୁନ ୩୦ ପର୍ଯ୍ୟନ୍ତ ବାତିଲ୍ ହୋଇଛି । କେବଳ ଚାଲୁ ରହିଥିବା ସ୍ପେଶାଲ ଟ୍ରେନ ମାଲବାହୀ ଚାଲିବ । ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ପୂର୍ବତଟ ରେଲୱେ ।
https://onakhabar.com/2020/05/14/government-to-launch-affordable-rental-housing-for-migrant-workers-urban-poor-union-finance-minister-nirmala-sitharaman/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking