27.1 C
Bhubaneswar
Sunday, January 23, 2022
Homeଓଡିଶାଆସନ୍ତା ୧୭ରୁ ଏମ୍ସ ଓପିଡି ବନ୍ଦ

ଆସନ୍ତା ୧୭ରୁ ଏମ୍ସ ଓପିଡି ବନ୍ଦ

ଭୁବନେଶ୍ୱର : ଆସନ୍ତା ୧୭ରୁ ବନ୍ଦ ହେବ ଭୁବନେଶ୍ୱର ଏମ୍ସ ଓପିଡି । ଏ ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି । ଏମ୍ସରେ କିଛି କର୍ମଚାରୀ ଓ ଅଧିକାରୀ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ଓପିଡି ବନ୍ଦ ହେଲେ ଜରୁରୀକାଳୀନ ସେବା ଚାଲୁ ରହିବ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡାକଡି ପଦକ୍ଷେପ ଗ୍ରହଣ କରୁଛନ୍ତି । ସମସ୍ତଙ୍କୁ ସତର୍କ ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking