ନିଅଣ୍ଟିଆ ବର୍ଷା ପାଇଁ କୃଷିକ୍ଷେତ୍ର ପ୍ରଭାବିତ

ଭୁବନେଶ୍ୱର : ଚଳିତବର୍ଷ ମୌସୁମୀ ବର୍ଷା ଅନୁକୂଳ ହୋଇପାରୁ ନାହିଁ । ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ ସମସ୍ତେ ମୌସୁମୀ ବାୟୁକୁ ଅପେକ୍ଷା କରିଛନ୍ତି । କିନ୍ତୁ ମୌସୁମୀ ବର୍ଷାର ଦେଖା ନାହିଁ । ବର୍ଷାଜଳ ‌ଉପରେ ଚାଷୀକୂଳ ନିର୍ଭର କିନ୍ତୁ ବର୍ଷା ହେଉନଥିବାରୁ ଏହା ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ଚଳିତ ଜୁନ୍‌ ୧ରୁ ଦେଶର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି କିନ୍ତୁ ଆବଶ୍ୟକତା ଠାରୁ ବହୁ କମ୍‌ । ଉତ୍ତରପଶ୍ଚିମ ରାଜ୍ୟରେ … Continue reading ନିଅଣ୍ଟିଆ ବର୍ଷା ପାଇଁ କୃଷିକ୍ଷେତ୍ର ପ୍ରଭାବିତ