29.1 C
Bhubaneswar
Thursday, April 25, 2024
Homeଅପରାଧପୁଣି ରାଜଧାନୀରେ ଛୁରାମାଡ଼, ପାରବାରିକ କଳହରୁ ରକ୍ତପାତ

ପୁଣି ରାଜଧାନୀରେ ଛୁରାମାଡ଼, ପାରବାରିକ କଳହରୁ ରକ୍ତପାତ

ଭୁବନେଶ୍ୱର : ଅଶାନ୍ତ ହୋଇପଡ଼ିଛି ରାଜଧାନୀ । କଥାକଥାକେ ଛୁରା, ଭୁଜାଲି ବୁଲୁଛି । କିଛିଦିନର ନୀରବତା ପରେ ପୁଣି ରକ୍ତ ଛିଟା ପଡ଼ିଛି । ସାମାନ୍ୟ କଥା କଟାକଟି ଛୁରାରେ ଆକ୍ରମଣ କରିଛନ୍ତି ।

ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି । ପାରବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ଛୁରି ଭୁସିଥିବା ଜଣାପଡ଼ିଛି । ଏଡି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ବଙ୍ଗାଳିବସ୍ତିରେ ।

ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସ୍ୱାମୀକୁ ଲକ୍ଷ୍ମୀସାଗର ପୋଲିସ୍ ଥାନାରେ ଅଟକ ରଖିଛି ।

କିଏ ସେଇ ଯୁବତୀ ? ଯାହା ପାଇଁ ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking