27.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ଭିସୁଟରେ ରାଗିଂ

ପୁଣି ଭିସୁଟରେ ରାଗିଂ

ଭୁବନେଶ୍ୱର: ବୁର୍ଲା ଭିସୁଟରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ଜଣେ ତୃତୀୟ ବର୍ଷ ଛାତ୍ରଙ୍କୁ ଚତୁର୍ଥ ବର୍ଷ ଛାତ୍ରଙ୍କ ମାଡ ଅଭିଯୋଗ ହୋଇଛି । କାଲି ରାତିରେ ଏକ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁକ ମାଡ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ମୁହଁ, ପିଠି, ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଏହାପରେ ଖବର ପାଇ ରାଉରକେଲାରୁ ଆସି ବୁର୍ଲାରେ ସଂପୃକ୍ତ ଛାତ୍ରଙ୍କ ପରିବାର ପହଂଚିଥିବା ସୂଚନା ମିଳିଛି । ମାଡ ନେଇ ଭିସୁଟ୍ ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଛାତ୍ର । ଘଟଣା ସଂପର୍କରେ ଷ୍ଟୁଡେଣ୍ଟ  ୱେଲଫେୟାର ଡିନଙ୍କ ସହ ଆଲୋଚନା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking