ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ
ଭୁବନେଶ୍ୱର : ପୁଣି ଥରେ ପାଣ୍ଡିାନଙ୍କ ସପକ୍ଷରେ ବାହାରିଲେ ନବୀନ ପଟ୍ଟନାୟକ । ନିଜ ଏକ୍ସ ଆକାଉଣ୍ଟରେ ପାଣ୍ଡିଆନଙ୍କ ସପକ୍ଷେରେ କହିଲେ ନବୀନ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ପ୍ରତିକ୍ତିୟାରେ ମନ୍ତବ୍ୟ ଦେଇଛନ୍ତି । ପ୍ରକାଶ ପାଇଥିବା ଖବର ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ । ଏହା ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ମାନହାନୀସୂଚକ, ବିଭ୍ରାନ୍ତିକାରୀ । ଯାହା ମୁଁ ପୂର୍ବରୁ କହିଛି ମିଷ୍ଟର ପାଣ୍ଡିଆନ ରାଜ୍ୟ ଓ ଦଳର ସେବା କରିଛନ୍ତି । … Continue reading ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ
Copy and paste this URL into your WordPress site to embed
Copy and paste this code into your site to embed