ପୁଣି ଧରା ହେଲା ନକଲି ଡାକ୍ତର: ଲକ୍ଷାଧିକ ଟଙ୍କା ଔଷଧ ଜବତ

ଦେବଗଡ଼: ଦେବଗଡ଼ ଥାନା ଲାଇମୁରା ଫାଣ୍ଡି ଅନ୍ତର୍ଗତ ଆଦିବାସୀ ବହୁଳ ଟିପିରସିଙ୍ଗା ଗ୍ରାମରୁ ଆଜି ପୁଣି ବନ୍ଧା ହେଲେ ଜଣେ ନକଲି ଡାକ୍ତର। ଗିରଫ ଡାକ୍ତର ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ପ୍ରମୋଦପାଲି ଗ୍ରାମର ଅର୍ଣ୍ଣବ ମଣ୍ଡଳ, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଅର୍ଣ୍ଣବ ଦୁଇ ବର୍ଷରୁ ଅଧିକ ସମୟ ଧରି ଉକ୍ତ ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା ଆଳରେ ଠକୁଥିବା ପୁଲିସ ସୂଚନା ଦେଇଛି। ଗିରଫ ନକଲି … Continue reading ପୁଣି ଧରା ହେଲା ନକଲି ଡାକ୍ତର: ଲକ୍ଷାଧିକ ଟଙ୍କା ଔଷଧ ଜବତ