27.1 C
Bhubaneswar
Thursday, April 25, 2024
Homeକରୋନାକରୋନା ପୁନଃ ସଂକ୍ରମଣ ସମ୍ଭାବନା ଅତି କ୍ଷୀଣ

କରୋନା ପୁନଃ ସଂକ୍ରମଣ ସମ୍ଭାବନା ଅତି କ୍ଷୀଣ

ନୂଆଦିଲ୍ଲୀ: କରୋନା ପୁନଃ ସଂକ୍ରମଣ ସଂପର୍କରେ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି । କରୋନା କ୍ଷେତ୍ରରେ ପୁନଃ ସଂକ୍ରମଣ ସମ୍ଭାବନା ବହୁତ କମ୍ । କରୋନାରୁ ସୁସ୍ଥ ଜଣେ ରୋଗୀ ପୁଣି ଆକ୍ରାନ୍ତ ହେବା ସମ୍ଭାବନା କମ୍ ବୋଲି ସେ କହିଛନ୍ତି । ଯେମିତି ଥରେ ମିଳିମିଳା ହେଲେ ଆଉ ହୁଏନି, ଠିକ୍ ସେମିତି ହେବା କଥା । କିନ୍ତୁ ପୁନଃ ସଂକ୍ରମଣ ନେଇ ହଂକଂରେ ଏକ ଅଭିଯୋଗ ମିଳିଛି । ତର୍ଜମା କରାଯାଉଛି , କିନ୍ତୁ ସେ ସଂକ୍ରମଣ ଅତି କମ୍ ପରିମାଣର ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking