28.1 C
Bhubaneswar
Thursday, March 28, 2024
Homeଓଡିଶାମୂର୍ତ୍ତି ତଥ୍ୟ ଦେବେ ଏଜି

ମୂର୍ତ୍ତି ତଥ୍ୟ ଦେବେ ଏଜି

ଭୁବନେଶ୍ୱର: ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା ପ୍ରସଙ୍ଗରେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୯ଟି ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ସିପି ରିପୋର୍ଟ ଦେଇଥିଲେ । ଆସନ୍ତା ସୋମବାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ବାରମ୍ବାର ମୂର୍ତ୍ତିର ଇଚ୍ଚତା ନେଇ ବିବାଦ ଦେଖାଦେଇଥିଲା । ୪ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା । ପରେ ଅନେକ ପୂଜା ମଣ୍ଡପ ଏନେଇ କୋର୍ଟରେ ମାମଲା ମଧ୍ୟ ଦାୟର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking