ଦୁଇ ବର୍ଷ ପରେ ପାଳିତ ହେବ କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ, ପରେଡ୍‌ରେ ଭାଗ ନେବେ ସ୍କୁଲ ଛାତ୍ରାଛାତ୍ରୀ

ଭୁବନେଶ୍ୱର: ଏଥର କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆୟୋଜିତ ହେବାକୁ ଥିବା ପରେଡ୍‌ରେ ସ୍କୁଲ ଛାତ୍ରାଛାତ୍ରୀ ଭାଗ ନେବେ। ଦୁଇ ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ କୌଣସି କରୋନା କଟକଣା ଲାଗୁ ହେବନି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆସନ୍ତା ୨୨ରୁ ୨୪ ଯାଏ ଅଭ୍ୟାସ ପରେଡ୍‌ ଚାଲିବ। ୨୬ତାରିଖ ସାଧାରଣତନ୍ତ୍ର ଦିବସରେ ସକାଳେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଗାନ୍ଧୀମାର୍ଗରେ ଜାତୀୟ ପତାକା ଉଡିବ। ସେ ଦିନ ସକାଳ … Continue reading ଦୁଇ ବର୍ଷ ପରେ ପାଳିତ ହେବ କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ, ପରେଡ୍‌ରେ ଭାଗ ନେବେ ସ୍କୁଲ ଛାତ୍ରାଛାତ୍ରୀ