ଦୁଇ ମନ୍ତ୍ରୀଙ୍କୁ ବିଦା କରାଯିବା ପଛରେ….

ଭୁବନେଶ୍ୱର: ଆଜି ଅକସ୍ମାତ ଭାବେ ମନ୍ତ୍ରୀମଣ୍ଡଳରୁ ଦୁଇଜଣ ସଦସ୍ୟ ଇସ୍ତଫା ଦେବା ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଉଭୟ ଇସ୍ତଫା ଦେଇଛନ୍ତି । ଏହି ଦୁଇଜଣଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଗ୍ରହଣ କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ରାଜଭବନ ପଠାଇ ଦେଇଥିବା ଜଣାପଡ଼ିଛି । … Continue reading ଦୁଇ ମନ୍ତ୍ରୀଙ୍କୁ ବିଦା କରାଯିବା ପଛରେ….