39.1 C
Bhubaneswar
Tuesday, April 23, 2024
Homeଓଡିଶାଡବଲ୍ ଡୋଜ୍ ନେଇ ବି ପଜିଟିଭ

ଡବଲ୍ ଡୋଜ୍ ନେଇ ବି ପଜିଟିଭ

ଭୁବନେଶ୍ୱର: ଗାଇଡଲାଇନ ଘୋଷଣା ଅବସରରେ  ମୁଖ୍ୟ ଶାସନ ସଚିବ ଚେତାଇ ଦେଇ କହିଛନ୍ତି ଏଯାଏଁ ବିପଦ ସଂପୂର୍ଣ୍ଣ ଯାଇନି । ଡବଲ ଡୋଜ ଟିକା ନେଲା ପରେ ବି ପଜିଟିଭ ବାହାରୁଛନ୍ତି । ବିଶେଷକରି ଭୁବନେଶ୍ୱରରେ ଡବଲ ଡୋଜ ପରେ ପଜିଟିଭ ବାହାରୁଛନ୍ତି । ସେମାନେ ଗୁରୁତର ହେଉନଥିଲେ ବି ଅନ୍ୟଙ୍କୁ ସଂକ୍ରମିତ କରିପାରିବେ । ଏଯାଏ ବିପଦ ଯାଇନି, ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ ।  ଯେତେ ସମୟ ବାହାରେ ରହିବା ମାସ୍କ ପିନ୍ଧିବା, ନିୟମ ମାନିବା । ଉଲ୍ଲଂଘନକାରୀଙ୍କ ପ୍ରତି ନଜର ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ନିୟମ ଯେଉଁଠି ପାଳନ ହେଉନଥିବ କଡା କାର୍ଯ୍ୟାନୁଷ୍ଠାନ ହେବ । ଆବଶ୍ୟକ ପଡିଲେ ସିଲ୍ କରାଯିବ ଏବଂ ଲାଇସେନ୍ସ ବାତିଲ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking