ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଝୁରୁଛି ଗାଁ

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଝୁରୁଛି ଗାଁ। ବାଲେଶ୍ଵର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପଳାସିଆ ଗାଁରେ ସୌମ୍ୟାଶ୍ରୀ ବିଶିଙ୍କ ଜନ୍ମ। ମୃତ୍ୟୁ ପରେ ଏବେ ଗାଁରେ ଶୋକାକୂଳ ପରିବେଶ। ପ୍ରତିଟି ଗ୍ରାମବାସୀଙ୍କ ଆଖିରେ ଲୁହ। ସୌମ୍ୟାଶ୍ରୀ ଜଣେ ମେଧାବୀ ଛାତ୍ରୀ ସାଙ୍ଗକୁ ଏକକ ଅଭିନୟ କରିବାରେ ଥିଲେ ମାହିର। ତାଙ୍କୁ ହରାଇ ଗାଁ କାନ୍ଦୁଛି। ଭୁବନେଶ୍ଵର ଏମ୍‌ସରେ ସୋମବାର ରାତି ୧୧ଟା ୪୬ ମିନିଟରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଥିଲା। ଗତ ଶୁକ୍ରବାର ସୌମ୍ୟାଶ୍ରୀ ଏଫଏମ … Continue reading ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଝୁରୁଛି ଗାଁ