20.1 C
Bhubaneswar
Tuesday, January 25, 2022
Homeଓଡିଶାଘରକୁ ପୋଲିସ ଆସିବା ପରେ ଏମିତି ପ୍ରତିକ୍ରିୟା ରଖିଲେ ଅନୁଭବ

ଘରକୁ ପୋଲିସ ଆସିବା ପରେ ଏମିତି ପ୍ରତିକ୍ରିୟା ରଖିଲେ ଅନୁଭବ

ଭୁବନେଶ୍ୱର: ଘରକୁ ପୋଲିସ ଆସିବା ନେଇ ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଗୋଟିଏ ଛୋଟ ଭୁଲ ନିଷ୍ପତ୍ତି ପାଇଁ ଆଜି ଏମିତି ବୋଲି କହିଛନ୍ତି ଅନୁଭବ । ତେବେ କେଉଁ ଭୁଲ ନିଷ୍ପତ୍ତି ବୋଲି ପଚାରିବାରୁ ଅନୁଭବ ଚିହିଁକି ଯାଇଥିବା ଜଣାପଡିଛି । ପତ୍ନୀ ବର୍ଷାଙ୍କୁ ଅନରେବଲ ମ୍ୟାଡାମ କହିଲେ ସାଂସଦ ଅନୁଭବ ମହାନ୍ତି । ମୁଁ ଅନରେବଲ ମ୍ୟାଡାମଙ୍କୁ ପଚାରିବାକୁ ଚାହୁଁଛି, ଯଦି ଡୋମେଷ୍ଟିକ ଭାଇଓଲେନ୍ସ , ତେବେ ଘରେ ରହିବାର କାରଣ କଣ ସେ କୁହନ୍ତୁ । ମୋ ବାପାଙ୍କୁ ଦେହ ଏତେ ବହୁତ ଖରାପ, ଆପଣମାନେ ଏତେ ଭିଡ କରୁଛନ୍ତି, ଯଦି କିଛି ମୋ ବାପାଙ୍କୁ ହୁଏ, କେଉଁ ଗଣମାଧ୍ୟମ ଦାୟୀ ରହିବେ ? ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁଭବ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking