ପଞ୍ଚୁକ ପରେ ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ୱର: ପଞ୍ଚୁକ ପରେ ହେବ ରତ୍ନଭଣ୍ଡାରର ଗଣତିମଣତି ।  ଏନେଇ ପ୍ରକ୍ରିୟା ଜାରି ରହିଥିବା କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପଞ୍ଚୁକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ୱ । ସିଂହଦ୍ୱାର ଦେଇ ପ୍ରବେଶ, ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟାବସ୍ତା ହୋଇଛି ।