ମୋଦିଙ୍କ ପରେ ଏବେ ଭାରତର ଖୁବ୍‌ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‌, କହିଲେ ଏମିତି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିବା ପରେ ଏବେ ଭାରତବାସୀଙ୍କୁ ତାରିଫ୍‌ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ପୁଟିନ୍‌ କହିଛନ୍ତି, ଭାରତୀୟଙ୍କ ପ୍ରତିଭା ଓ ଦକ୍ଷତା ବଳରେ ଦେଶ ଆଗାମୀ ଦିନରେ ବହୁତ ସଫଳତା ଓ ଅଗ୍ରଗତି ହାସଲ କରିବ। ପୁଟିନ୍‌ ଏକ ସଭାରେ ଅଭିଭାଷଣ ଦେଇ କହିଛନ୍ତି, ଭାରତର ବହୁତ ଆଶା ଅଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ବିକାଶ କ୍ଷେତ୍ରରେ ଅଗ୍ରଗତି ଲାଭ କରିବ। ରୁଷର ଏକତା ଦିବସ … Continue reading ମୋଦିଙ୍କ ପରେ ଏବେ ଭାରତର ଖୁବ୍‌ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‌, କହିଲେ ଏମିତି କଥା