ଦୀର୍ଘ ବର୍ଷ ପରେ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ କରି ଭାବବିହ୍ଵଳ ହୋଇପଡିଲେ ରାଷ୍ଟ୍ରପତି
ଭୁବନେଶ୍ୱର: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତର ଆଜି ଦ୍ୱିତୀୟ ଦିନରେ ନିଜ ସ୍କୁଲକୁ ଯାଇଥିଲେ ରାଷ୍ଟ୍ରପତି। ଭୁବନେଶ୍ୱର ୟୁନିଟ୍ -୨ ବାଳିକା ଉଚ୍ଚବିଦ୍ୟାଳୟରେ ସ୍ମୃତି ସାଉଁଟିଛନ୍ତି। ସ୍କୁଲରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଫୁଲ ତୋଡ଼ା ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା। ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେଠାରେ ନିଜ ସହପାଠୀଙ୍କୁ ଭେଟିଥିଲେ। ଦୀର୍ଘ ବର୍ଷ ପରେ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ ହେଇଥିବାରୁ ସେମାନଙ୍କୁ ଦେଖି ଭାବବିହ୍ଵଳ ହୋଇପଡିଥିଲେ। ହାଇସ୍କୁଲ … Continue reading ଦୀର୍ଘ ବର୍ଷ ପରେ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ କରି ଭାବବିହ୍ଵଳ ହୋଇପଡିଲେ ରାଷ୍ଟ୍ରପତି
Copy and paste this URL into your WordPress site to embed
Copy and paste this code into your site to embed