28.7 C
Bhubaneswar
Thursday, July 25, 2024
Homeଖେଳଆୟରଙ୍କ ପରେ ଗିଲଙ୍କ ଶତକ

ଆୟରଙ୍କ ପରେ ଗିଲଙ୍କ ଶତକ

ନୂଆଦିଲ୍ଲୀ:  ଆୟରଙ୍କ  ପରେ ଶତକ ମାରିଲେ ଗିଲ୍ । ଇନ୍ଦୋର ଷ୍ଟାଡିୟମରେ ଖେଳା ଯାଉଥିବା ଦିନିକିଆରେ ଶ୍ରେସ ଆୟର ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଛନ୍ତି ଆୟର । ୮୬ଟି ବଲରୁ ୧୦ଟି ଚୌକା ମାରିଥିବାବେଳେ ୩ଟି ଛକା ଜରିଆେରେ ଶତକ ହାସଲ କରିଛନ୍ତି ଆୟର । ଏହାକୁ ମିଶାଇ ଦିନିକିଆ କ୍ୟାରିୟରରେ ତୃତୀୟ ଶତକ ହାସଲ କରିଛନ୍ତି ଆୟାର । ମୋଟ ୧୦୫ ରନ କରି ପ୍ୟାଭିଲିଅନ ଫେରିଛନ୍ତି ଆୟର । ସେହିପରି ଆୟରଙ୍କ ପରେ ଗିଲ ମଧ୍ୟ ଶତକ ହାସଲ କରିଛନ୍ତି । ଇନ୍ଦୋର ଦିନିକିଆରେ ଆରଙ୍କ ପରେ ଶତକ ହାସଲ କରିଛନ୍ତି ଗିଲ୍ ।

ଏହା ଅଷ୍ଟ୍ରେଲିଆ ବିପକ୍ଷରେ ଆୟର ଏବଂ ଗିଲଙ୍କ ଜବରଦସ୍ତ ଶତକ । ୯୨ଟି ବଲରୁ ୬ଟି ଚୌକା ଏବଂ ୪ଟି ଛକା ଜରିଆରେ ଶତକ ହାସଲ କରିଛନ୍ତି ଗିଲ । ତେବେ ଏହାକୁ ମିଶାଇ ଚଳିତ ବର୍ଷର ୫ମ ଏବଂ କ୍ୟାରିରରେ ୬ଷ୍ଠ ଶତକ ହାସଲ କଲେ ଗିଲ୍ । ତେବେ ଆୟର ଏବଂ ଗିଲଙ୍କ ରନ୍ ବର୍ଷା ଯୋଗୁଁ ଏକ ବିଶାଳ ସ୍କୋର ଅଭିମୁଖେ ଯାଉଛି ଭାରତ ।  ମୋଟ ୩୪ ଓଭର ସୁଦ୍ଧା ଭାରତର ସ୍କୋର ୨ ୱିକେଟରେ ୨୩୫ ରନ୍ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking