29.1 C
Bhubaneswar
Thursday, April 25, 2024
Homeଓଡିଶା୩ ବର୍ଷ ପରେ ଥାନା ବାବୁଙ୍କୁ ସଜା ଶୁଣାଇଲେ କୋର୍ଟ

୩ ବର୍ଷ ପରେ ଥାନା ବାବୁଙ୍କୁ ସଜା ଶୁଣାଇଲେ କୋର୍ଟ

ଫୁଲବାଣୀ : ଚକାପାଦ ଥାନାର ଜଣେ ପୂର୍ବତନ ଇନ୍ସପେକ୍ଟର ଙ୍କୁ ଜେଲ ଦଣ୍ଡ । ଅବସରପ୍ରାପ୍ତ ଇନଚାର୍ଜ ଆଇଆଇସି ହରିବନ୍ଧୁ ପରିଡା ଙ୍କୁ ଜେଲ ଦଣ୍ଡ । ୩ ବର୍ଷ ଜେଲ ସହ ୧୦ ହଜାର ଜରିମାନା କଲେ ସ୍ୱତନ୍ତ ଭିଜିଲାନ୍‌ସ କୋର୍ଟ । ୨୦୧୮ ରେ ଏକ ମାମଲାର ଦଫା କୋହଳ ପାଇଁ ଲାଂଚ ନେଇଥିଲେ । ୧୦ ହଜାର ଟଙ୍କା ଲାଂଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ୨୦୧୮ ରେ ଧରାପଡିଥିବା ହରିବନ୍ଧୁ ୨୦୨୧ରୁ ଅବସର ନେଇସାରିଛନ୍ତି । ଚକାପଡା ପୋଲିସ ଷ୍ଟେସନରେ ପଂଜୀକୃତ ହୋଇଥିବା ମାମଲାରେ ଶୁଣାଣୀ କରି ଦୋଷି ସାବ୍ୟସ୍ତ ହୋଇଛନ୍ତି । ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ ହେବା ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking