୧୬ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶାହିଦ-କରିନା

ମୁମ୍ବାଇ: ଶାହିଦ ଏବଂ କରିନାଙ୍କ ପ୍ରେମ ସମ୍ପର୍କ ଏକଦା ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା । ଅଫସ୍କ୍ରିନ ସାଙ୍ଗ ଅନସ୍କ୍ରିନରେ ମଧ୍ୟ ଦର୍ଶକେ ସେମାନଙ୍କୁ ବେଶ ପସନ୍ଦ କରୁଥିଲେ । ଲାଗୁଥିଲା କି, ସେମାନଙ୍କ ପ୍ରେମ ଭାଙ୍ଗଯିବା ପରେ ଆଉ ଉଭୟ କେବେ ମଧ୍ୟ ଗୋଟିଏ ସ୍କ୍ରିନରେ ନଜର ଆସିବେ ନାହିଁ । କିନ୍ତୁ ଏବେ ପୁଣିଥରେ ଶୁଣିବାକୁ ମିଳୁଛି କି, ଦୀର୍ଷ ୧୬ ବର୍ଷ ପରେ ଉଭୟ ଏକଦା ନଜର ଆସିପାରନ୍ତି । ବଲିଉଡର ହିଟ୍ … Continue reading ୧୬ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶାହିଦ-କରିନା