‘ଆଫଗାନୀ’ ବିଶ୍ୱର ଶ୍ରେଷ୍ଠ ମୁଦ୍ରା

କାବୁଲ:ଆଫଗାନିସ୍ତାନରେ ଅର୍ଥନୀତିର ଦୁରାବସ୍ଥା, ତାଲିବାନର ନିଷ୍ଠୁର ଶାସନ ଭିତରେ ଦେଶର ଅର୍ଥନୀତି ପାଇଁ ଭଲ ଖବର ଆସିଛି। ବିଶ୍ୱର ଉତ୍ତମ ପ୍ରଦର୍ଶନକାରୀ ମୁଦ୍ରା ଭିତରେ ଆଫଗାନିସ୍ତାନର ମୁଦ୍ରା ‘ଆଫଗାନୀ’ ଭଲ ପ୍ରଦର୍ଶନ କରିଛି। ସେପ୍ଟେମ୍ବର ତ୍ରୈମାସିକରେ ‘ଆଫଗାନୀ’ ଭଲ ପ୍ରଦର୍ଶନ କରିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହି ତ୍ରୈମାସିକରେ ‘ଆଫଗାନୀ’ର ମୂଲ୍ୟ ୯ ପ୍ରତିଶତ ବୃଦ୍ଧି ହୋଇଛି। ଏମିତିକି ବର୍ଷକରେ ଆଫଗାନୀର ବିନିମୟ ମୂଲ୍ୟ ୧୪ ପ୍ରତିଶତ ଅଭିବୃଦ୍ଧf ହାସଲ କରିଛି। ବିଶ୍ବର ଅନ୍ୟ ମୂଲ୍ୟବାନ … Continue reading ‘ଆଫଗାନୀ’ ବିଶ୍ୱର ଶ୍ରେଷ୍ଠ ମୁଦ୍ରା