38.1 C
Bhubaneswar
Tuesday, April 23, 2024
Homeଓଡିଶାଜାଲ ନିଯୁକ୍ତି ୱେବସାଇଟ ପାଇଁ କ୍ରାଇମବ୍ରାଞ୍ଚ ଆଡ଼ଭାଇଜରି ଜାରି

ଜାଲ ନିଯୁକ୍ତି ୱେବସାଇଟ ପାଇଁ କ୍ରାଇମବ୍ରାଞ୍ଚ ଆଡ଼ଭାଇଜରି ଜାରି

ଭୁବନେଶ୍ଵର: ଜାଲ ନିଯୁକ୍ତି ୱେବସାଇଟ ପାଇଁ କ୍ରାଇମବ୍ରାଞ୍ଚ ଆଡ଼ଭାଇଜରି ଜାରି କରିଛି । ସବୁ ଏସପି ଓ ଡିସିପିଙ୍କୁ ଆଲର୍ଟ ରହିବାକୁ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛି । shinejob.tech ନାମକ ୱେବସାଇଟ ମାଧ୍ୟମରେ ଠକେଇ ହେଉଛି । ୱେବସାଇଟରେ ଚାକିରି ପାଇଁ ଆବେଦନ କରିବାକୁ ହେଲେ ୧୦ଟଙ୍କା ଖର୍ଚ୍ଚ ନେଉଛନ୍ତି । ଅନଲାଇନ ମାଧ୍ୟମରେ ଟଙ୍କା ଦେବା ପରେ ହ୍ୟାକରମାନେ ଆକାଉଣ୍ଟ ହ୍ୟାକ କରୁଛନ୍ତି । ଆକାଉଣ୍ଟ ହ୍ୟାକ କରି ଟଙ୍କା ଉଠାଇ ନେଉଛନ୍ତି । shinejob.comୱେସାଇଟ ଜର୍ମାନୀ ଏକ କମ୍ପାନୀ । ହ୍ୟାକରମାନେ ଏହି ୱେବସାଇଟ ହ୍ୟାକ କରି shinejob.tech କରିଛନ୍ତି । ଏଭଳି ଫେକ୍ ୱେବସାଇଟ ଉପରେ ଭରସା ନ କରିବାକୁ ପରାମର୍ଶ ଦେଇଛି କ୍ରାଇମବ୍ରାଞ୍ଚ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking