43 C
Bhubaneswar
Tuesday, April 16, 2024
Homeଓଡିଶାଆଣ୍ଡାମାନ ଛୁଇଁଲା ମୈାସୁମୀ

ଆଣ୍ଡାମାନ ଛୁଇଁଲା ମୈାସୁମୀ

ଭୁବନେଶ୍ଵର:ଆଣ୍ଡାମାନ ସୀଗରରେ ପ୍ରବେଶ କଲା ମୈାସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଲା । ମୈାସୁମୀ ସମ୍ପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ର ସୂଚନା ।ଏଥର ସମୟ ପୂର୍ବରୁ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ତେଣୁ ଦେଶରୁ ଖୁବ୍ ଶୀଘ୍ର ଗ୍ରୀଷ୍ମ ପ୍ରବାହ ପଳାଇବ ବୋଲି ପାଣିପାଗବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ସାଧାରଣ ଭାବରେ ମୌସୁମୀ କେରଳରେ ଜୁନ୍ ୧ ପାଖାପାଖି ପହଞ୍ଚିଥାଏ। ହେଲେ ଏଥର ଆସନ୍ତା ୨୭ ତାରିଖ ବେଳକୁ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking