+୨ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ କାର୍ଡ
ଭୁବନେଶ୍ୱର : +୨ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ କାର୍ଡ । ୱେବସାଇଟରେ ପରୀକ୍ଷାର୍ଥୀଙ୍କ ପାଇଁ ଉପଲବ୍ଧ ହେବ ଆଡମିଟ କାର୍ଡ। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଡମିଟ କାର୍ଡ ଆଣିବେ । ସାମ୍ସ ୱେବସାଇଟ୍ WWW.SAMSODISHA.GOV.IN କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କର୍ତ୍ତୃପକ୍ଷ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ କଲେଜକୁ ଅବଗତ କରାଯାଇଛି । ଜାନୁଆରୀ ୨ରେ ପ୍ରାକ୍ଟିକାଲ ଓ ଫେବୃଆରୀ … Continue reading +୨ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ କାର୍ଡ
Copy and paste this URL into your WordPress site to embed
Copy and paste this code into your site to embed