38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଆଦିତ୍ୟଙ୍କ ୩ ସହଯୋଗୀଙ୍କୁ ୮୦ ପ୍ରଶ୍ନ

ଆଦିତ୍ୟଙ୍କ ୩ ସହଯୋଗୀଙ୍କୁ ୮୦ ପ୍ରଶ୍ନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସରିଥିବା ବେଳେ ଆଜି ପିପୁଲ ଫର୍ ସେବାର ୩ ସଦସ୍ୟ ପପୁ, ବିକାଶ ଓ ଦୀପକଙ୍କ ର ବି ଡିଟେକ୍ସନ ଟେଷ୍ଟ ସରିଛି । ସେମାନଙ୍କୁ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି । ଆଦିତ୍ୟ ଆତ୍ମହତ୍ୟା କରିଥିଲେ କି ତାଙ୍କୁ କିଏ ହତ୍ୟା କରିଛି, ତାର ପ୍ରକୃତ ଖିଅ ଧରିବା ପାଇଁ କ୍ରାଇମ ବ୍ରାଂଚ ଅହରହ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking