33.1 C
Bhubaneswar
Thursday, April 25, 2024
Homeବିଜିନେସ୍୧୩୦ ନିୟୁତ ଡଲାର ଋଣ ଶୁଝିବ ଅଦାନୀ ପୋର୍ଟସ

୧୩୦ ନିୟୁତ ଡଲାର ଋଣ ଶୁଝିବ ଅଦାନୀ ପୋର୍ଟସ

ମୁମ୍ବାଇ: ଅଦାନୀ ଗ୍ରୁପ୍‌ର ଅନ୍ୟତମ ସହଯୋଗ କମ୍ପାନୀ ଅଦାନୀ ପୋର୍ଟସ ଖୁବଶୀଘ୍ର ୧୩୦ ନିୟୁତ ଡଲାର ଋଣ ପରିଶୋଧ କରିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଅଦାନୀ ପୋର୍ଟସ ଉପରେ ମୋଟ ୪୧୩ ନିୟୁତ ଡଲାର ଋଣ ବୋଝ ରହିଛି । ଅଂଶଧନକାରୀଙ୍କ ବିଶ୍ୱାସଭାଜନ ହେବାକୁ ଅଦାନୀ ପୋର୍ଟସ ଗତମାସରେ ୧୩୦ ନିୟୁତ ଡଲାର ମୂଲ୍ୟର ମାଚ୍ୟୁରିଟୀ ବଣ୍ଡ୍ ଇସ୍ୟୁ କରିଥିଲା । ସୂଚନାଯୋଗ୍ୟ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହେବାପରଠାରୁ ଅଦାନୀ ଗ୍ରୁପ୍ ଚଳିତବର୍ଷ ଜାନୁଆରୀରୁ ୧୧୪ ବିଲିୟନ ଡଲାର କ୍ଷତି ସହିସାରିଲାଣି ।

୫ ପିଏଫ୍‌ଆଇ ସମର୍ଥକ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking