28.1 C
Bhubaneswar
Friday, March 29, 2024
Homeରାଜନୀତିଶିବସେନାରେ ଯୋଗ ଦେଲେ ଅଭିନେତ୍ରୀ ଉର୍ମିଲା

ଶିବସେନାରେ ଯୋଗ ଦେଲେ ଅଭିନେତ୍ରୀ ଉର୍ମିଲା

ମହାରାଷ୍ଟ୍ର : ବଲିଉଡ଼ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଆଜି ଶିବସେନାରେ ଯୋଗ ଦେଇଛନ୍ତି । ଏହା ଆଗରୁ ସେ କଂଗ୍ରେସରେ ଥିଲେ । ୨୦୧୯ରେ ସେ ଲୋକସଭା ପାର୍ଥି ହୋଇଥିଲେ ଓ ପରାଜୟ ହୋଇଥିଲେ । ତେବେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଅଫିସ ପହଞ୍ଚି ଶିବସେନାରେ ମିଶିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ହର୍ଷଲ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଶିବସେନା ଉର୍ମିଲାଙ୍କୁ ସିଧାସଳଖ ବିଧାନ ପରିଷଦକୁ ମନୋନୀତ କରିବା ପାଇଁ ରାଜ୍ୟପାଳକୁ ଚିଠି ଲେଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking