ରାଜନୀତିରେ ପ୍ରବେଶ ଖବରକୁ ନେଇ ରିଜେକ୍ଟ କଲେ ଅଭିନେତ୍ରୀ କଙ୍ଗନା ରଣାୱତ

ମୁମ୍ଵାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ଚଳିତ ବର୍ଷ ତାଙ୍କ ଚଳଚ୍ଚିତ୍ର ବିଶେଷ କିଛି ଭଲ ପ୍ରଦର୍ଶନ କରିନାହିଁ। ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ତେଜସ୍ ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ରିଲିଜ୍ ହୋଇଥିବା ଚନ୍ଦ୍ରମୁଖୀ ୨ ମଧ୍ୟ ଦର୍ଶକଙ୍କୁ ଅଧିକ ପସନ୍ଦ ଆସିନଥିଲା। ଚଳଚ୍ଚିତ୍ରର ଫ୍ଲପ୍ ପରେ, ବର୍ତ୍ତମାନ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅଭିନେତ୍ରୀଙ୍କ ବିଷୟରେ ଖବର ଆସୁଛି । ଏବେ ଏହି ଗୁଜବ ଉପରେ ଅଭିନେତ୍ରୀ ପ୍ରତିକ୍ରିୟା … Continue reading ରାଜନୀତିରେ ପ୍ରବେଶ ଖବରକୁ ନେଇ ରିଜେକ୍ଟ କଲେ ଅଭିନେତ୍ରୀ କଙ୍ଗନା ରଣାୱତ