ଟ୍ୱେଲଥ୍ ଫେଲ୍ ଫିଲ୍ମକୁ ନେଇ କଣ କହିଲେ ଅଭିନେତା ବିକ୍ରାନ୍ତ ମୈସୀ

ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଟ୍ୱେଲଥ୍ ଫେଲ୍‘ ସମସ୍ତଙ୍କ ମନକୁ ଛୁଇଁ ପାରିଛି। ଏହି ଫିଲ୍ମ ଦେଖିବା ପରେ ବିଶେଷକରି ଯୁବପିଢ଼ି ଉତ୍ସାହିତ ହେବା ସହ ଜୀବନରେ ସଫଳତା ପାଇବା ପାଇଁ କିପରି ସଂଘର୍ଷ କରିବାକୁ ପଡ଼େ, ଏହାକୁ ଭଲ ଭାବରେ ଅନୁଭଵ କରୁଛନ୍ତି। ଫିଲ୍ମରେ ଅଭିନେତା ବିକ୍ରାନ୍ତ ମୈସୀଙ୍କ ଚମତ୍କାର ଅଭିନୟକୁ ମଧ୍ୟ ସମସ୍ତେ ପସନ୍ଦ କରିଛନ୍ତି। ଏହି ଫିଲ୍ମ ପରେ ବିକ୍ରାନ୍ତ ପ୍ରଶଂସକଙ୍କ ହୃଦୟରେ ଏକ ଅଲଗା ସ୍ଥାନ ତିଆରି କରିପାରିଛନ୍ତି। ଫିଲ୍ମରେ ନିଜର ସ୍ଵତନ୍ତ୍ର … Continue reading ଟ୍ୱେଲଥ୍ ଫେଲ୍ ଫିଲ୍ମକୁ ନେଇ କଣ କହିଲେ ଅଭିନେତା ବିକ୍ରାନ୍ତ ମୈସୀ