ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ହେବ କାର୍ଯ୍ୟାନୁଷ୍ଠାନ । କୋଲକାତା ବସ୍‌ରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗର ତତ୍ପରତା ଦେଖିବାକୁ ମିଳିଛି । କାର୍ଯ୍ୟନୁଷ୍ଠାନ ନେଇ ସୂଚନା ଦେଲେ ଡେପୁଟି ଫାୟାର ଅଫିସର । ପୂର୍ବରୁ ବସ୍ ମାଲିକଙ୍କୁ ସଚେତନ କରାଯାଇଛି ଆଉ ଏବେ ପୁଣି ଥରେ କରାଯିବ ବୋଲି ଖବର ସାମ୍ନାକୁ ଆସିଛି । ଆବଶ୍ୟକ ସ୍ଥଳେ କଡାକଡି ବସ୍ ଚେକିଂ କରାଯିବ କହିଲେ । ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ନିଲାମ … Continue reading ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ହେବ କାର୍ଯ୍ୟାନୁଷ୍ଠାନ