କିସ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଆକ୍ସନ ଦରକାର: ଅନନ୍ତ
ଭୁବନେଶ୍ୱର: କିସ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ତୁରନ୍ତ ଆକ୍ସନ ଦାବି କଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ । କେନ୍ଦୁଝର ସାଂସଦ କହିଛନ୍ତି ଯେ ଯଦି କିସ୍ର କର୍ମଚାରୀ ଦାୟୀ, ତାହେଲେ ନିଯୁକ୍ତି ଦାତା ମଧ୍ୟ ସମାନ ଦାୟୀ । ଅନୁଷ୍ଠାନ ବିରୋଧରେ ଆକ୍ସନ ଦରକାର, ଆଉ କେହି ସାହସ କରିବେନି । ଘଟଣାକୁ ଏସଟି କମିଶନ, ମୁଖ୍ୟମନ୍ତ୍ରୀ, ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଦୃଷ୍ଟିକୁ ନେବି । ଆଦିବାସୀ ବିଭାଗ ଟଙ୍କା ଦେଇଛି, କେନ୍ଦ୍ର ସରକାର ମଧ୍ୟ ଟଙ୍କା … Continue reading କିସ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଆକ୍ସନ ଦରକାର: ଅନନ୍ତ
Copy and paste this URL into your WordPress site to embed
Copy and paste this code into your site to embed