27.1 C
Bhubaneswar
Saturday, November 23, 2024
Homeଓଡିଶାବିଲ୍ଡିଂ ପ୍ଲାନ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ: ବିଏମସି କମିଶନର

ବିଲ୍ଡିଂ ପ୍ଲାନ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ: ବିଏମସି କମିଶନର

ଭୁବନେଶ୍ୱର: ବିଲ୍ଡିଂ ପ୍ଲାନ ଅନୁମୋଦନ ଓ ଉଲ୍ଲଂଘନ ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା । ୩୦୦ ବର୍ଗ ମିଟର ଘରେ ଜଳ ଅମଳ ପଷ୍ଠଳୂ ବାଧ୍ୟତାମୂଳକ । ୨୦ ହଜାର ବର୍ଗମିଟରରୁ ଅଧିକ ହେଲେ ନିଜସ୍ୱ ସ୍ୱେରେଜ ପ୍ଲାଣ୍ଟ ଜରୁରୀ । ଅନୁମୋଦିତ ପ୍ଲାନ ନିର୍ମାଣରେ ଉଲ୍ଲଘଂନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ । ଘର ନିର୍ମାଣ ବେଳେ ନିୟମାନୁସାରେ ଜାଗା ଛାଡିନଥିଲେ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ପ୍ରତ୍ୟେକ ୱାର୍ଡରେ ତନଖି କାର୍ଯ୍ୟ କରାଯିବ । ଉଲ୍ଲଂଘନକାରୀଙ୍କ ନିଦ୍ଧିଷ୍ଟ ସମୟ ଦିଆଯାଇ ନୋଟିସ କରାଯିବ । ଡ୍ରେନ ଓ ରାସ୍ତା ପାଇଁ ସ୍ଥାନ ନଥିଲେ ଗୃହ ଯୋଜନାକୁ ଅନୁମୋଦିତ ମିଳିବନି । ନିର୍ମିତ ଘର ଅନ୍ୟ କାର୍ଯ୍ୟରେ ବ୍ୟବହାର ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking