26.1 C
Bhubaneswar
Friday, March 29, 2024
Homeଓଡିଶାଗଛରେ ପିଟିହେଲା କାର୍‌, ଚାଲିଗଲା ୨ ଜୀବନ

ଗଛରେ ପିଟିହେଲା କାର୍‌, ଚାଲିଗଲା ୨ ଜୀବନ

ପୁରୀ : ଗଛରେ ପିଟି ହେଲା କାର, ଡ୍ରାଇଭର ସମେତ ୨ ମୃତ । ପୁରୀ ସାତପଡ଼ା ରାସ୍ତାରେ ହଳଦିଆ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଘଟଠଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking