39.5 C
Bhubaneswar
Friday, May 16, 2025
Homeଓଡିଶାଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ; ବାପା ପୁଅ ଗୁରୁତର

ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ; ବାପା ପୁଅ ଗୁରୁତର

ବ୍ରହ୍ମଗିରି : ଏସିଡ୍ ମାଡରେ ବାପା ପୁଅ ଗୁରୁତର । ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଳକ ଗୋମୁଣ୍ଡିଆ ଉଆସପଦର ଗାଁରେ ଅଭାବନୀୟ ଘଟଣା । ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟ ବାପା ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସକାଳୁ ନିଜ ଘର ବାଡିପଟେ ଅଧିକାରୀ ତରେଇ ଏବଂ ରାଜେନ୍ଦ୍ର ତରେଇ କାମ କରୁଥିବା ବେଳେ ସେହି ଗାଁର ସନ୍ତୋଷ ମହାରଣା ଏସିଡ୍ ମାଡ କରିଛନ୍ତି । ଖବର ପାଇ ପୋଲିସ୍ ପହଞ୍ଚି ଅଭିଯୁକ୍ତ ସନ୍ତୋଷ ମହାରଣାଙ୍କୁ ଅଟକ ରଖି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking