ବିଷ ଦେଇ ନିରୀହ କୁକୁରଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର : ବିଷ ଦେଇ ନିରୀହ କୁକୁରଙ୍କୁ ହତ୍ୟା ଅଭିଯୋଗ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ କଲେ ପଶୁ ପ୍ରେମୀ । ତିନୋଟି ବଡ ଓ ୪ଟି ଛୁଆ କୁକୁରକୁ କେହି ଖାଦ୍ୟରେ ବିଷ ଦେଇ ହତ୍ୟା କରିଛି । ପିସିଆର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋଟିଏ ନୁହଁ କି ଦୁଇଟି ନୁହଁ ସାତ ସାତୋଟି ନିରୀହ ଜୀବକୁ କେହି ଖାଦ୍ୟରେ ବିଷ ଦେଇ ହତ୍ୟା କରିଛି । ଅକାଳରେ ଚାଲିଯାଇଛି ତିନୋଟି … Continue reading ବିଷ ଦେଇ ନିରୀହ କୁକୁରଙ୍କୁ ହତ୍ୟା ଅଭିଯୋଗ