16.1 C
Bhubaneswar
Friday, January 28, 2022
Homeଓଡିଶାମାଟ୍ରିକ ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ

ମାଟ୍ରିକ ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନରେ ମାଟ୍ରିକ ବଳିଷ୍ଠ ମାପକାଠି ହେବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ । ବିଶେଷଜ୍ଞ କମିଟି ରିପୋର୍ଟ ସଂପର୍କରେ ଉପାଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି । ଆଜି ବିଶେଷଜ୍ଞ କମିଟି ରିପୋର୍ଟ ହସ୍ତାନ୍ତର କରିବା ଆଶା ରହିଛି ।
ଅନ୍ୟପଟେ ଦ୍ୱାଦଶ ମାର୍କ ସଂପର୍କରେ ନିଜ ଫର୍ମାଟ ଜଣାଇଛି ସିଆଇଏସସିଇ । ସୁପ୍ରିମକୋର୍ଟରେ ନିଜ ମାର୍କିଂ ଫର୍ମୁଲା ଜଣାଇଛି । ଗତ ୬ ବର୍ଷର ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ ବୋଲି ସିଆଇଏସସିଇ ଓକିଲ ଜେ.କେ ଦାସ  କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking