ବେଆଇନ ପାର୍କିଂ ଯୋଗୁ ବଢ଼ୁଛି ଦୁର୍ଘଟଣା

ଧାମରା : ଧାମରା ଅଞ୍ଚଳରେ ବେଆଇନ ଟ୍ରକ, ଟିପ୍ପର ଏବଂ ହାଇଓ୍ବା ପାର୍କିଂ ଯୋଗୁ ଦୁର୍ଘଟଣା ଦିନକୁ ଦିନ ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି। ଏହି ଦୁର୍ଘଟଣାକୁ କିଏ ରୋକିବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡ଼ିଛି। ଗୋଟିଏ ପଟରେ ଜିଲ୍ଲା ପ୍ରଶାସନ ନିଜର ଅକ୍ଷମତା ପ୍ରକାଶ କରୁଥିବା ବେଳେ ଧାମରା ବନ୍ଦର କର୍ତ୍ତୃପକ୍ଷ କେବଳ ନିଜ ଅଂଚଳରେ ଏହି ମାଲ ପରିବହନ ଗାଡିକୁ ପାର୍କିଂ କରାଇବାରେ ସକ୍ଷମ ହେଉଛି ବୋଲି କହୁଥିବା ବେଳେ ପ୍ରକୃତରେ … Continue reading ବେଆଇନ ପାର୍କିଂ ଯୋଗୁ ବଢ଼ୁଛି ଦୁର୍ଘଟଣା