26.1 C
Bhubaneswar
Friday, March 29, 2024
Homeଓଡିଶାଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀର ଜୀବନ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀର ଜୀବନ

କେନ୍ଦ୍ରାପଡ଼ା : ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଗିରିଙ୍ଗ ବାଇପାସ୍ ନିକଟରେ । ମୃତକ ହେଲେ ଗିରିଙ୍ଗ ଗାଁ’ର ନରେଶ ବିଶ୍ୱାଳ । ନରେଶଙ୍କୁ ମାର୍ଶଘାଇ ସ୍ୱାସ୍ଥ୍ୟକେନ୍ଦ୍ରକେ ଭର୍ତ୍ତି କରାଯିବା ପରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣା ସ୍ଥଳରେ ମାର୍ଶାଘାଇ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/04/24/lighting-2-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking