34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଡ଼ାର୍ଜିଲିଂରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ଓଡ଼ିଆ ମୃତ, ୨ଗୁରୁତର

ଡ଼ାର୍ଜିଲିଂରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ଓଡ଼ିଆ ମୃତ, ୨ଗୁରୁତର

କୋଲକାତା : ପଶ୍ଚିମବଙ୍ଗ ଡ଼ାର୍ଜିଲିଂରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଓଡ଼ିଆ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଘାଟି ଉପରୁ ଗାଡି ଖସିପଡି ଦୁର୍ଘଟଣା ହୋଇଛି । ସ୍ୱାମୀ ,ସ୍ତ୍ରୀ ,ଜ୍ୱାଇଁ ମୃତ ଏବଂ ଝିଅ ଓ ନାତୁଣୀ ଗୁରୁତର ଥିବା ସୂଚନା ମିଳିଛି ।
https://onakhabar.com/2020/03/17/odisha-government-pension-increse/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking