27.1 C
Bhubaneswar
Friday, August 12, 2022
Homeଦେଶ ବିଦେଶଟ୍ରକ ପଛକୁ ପିଟିଲା କାର୍‌, ୮ ମୃତ

ଟ୍ରକ ପଛକୁ ପିଟିଲା କାର୍‌, ୮ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲଇଗଲା ୮ ଲୋକଙ୍କ ଜୀବନ । ବିବାହ ଭୋଜି ଖାଇ ଫେରୁଥିବା େବେଳ ଟ୍ରକ ପଛକଚ ପିଟିଲା କାର୍ ।

ଘଟଣାସ୍ଥଳରେ ୮ ଲୋକଙ୍କ ମୃତ୍ୟୁ ହୋଇଥବବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋଟିଏ କାର୍ ଯୋଗେ ୧୧ ଜଣ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ ।

ଗଛରେ ପିଟିହେଲା କାର୍‌, ଚାଲିଗଲା ୨ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking