ଲକ୍ଷ୍ନୌ : ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲଇଗଲା ୮ ଲୋକଙ୍କ ଜୀବନ । ବିବାହ ଭୋଜି ଖାଇ ଫେରୁଥିବା େବେଳ ଟ୍ରକ ପଛକଚ ପିଟିଲା କାର୍ ।
ଘଟଣାସ୍ଥଳରେ ୮ ଲୋକଙ୍କ ମୃତ୍ୟୁ ହୋଇଥବବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋଟିଏ କାର୍ ଯୋଗେ ୧୧ ଜଣ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ ।