27.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରକ ମୁହାଁମୁହିଁ ଧକ୍କା

ଟ୍ରକ ମୁହାଁମୁହିଁ ଧକ୍କା

କେନ୍ଦୁଝର: ଦିନକୁ ଦିନ ସଡକ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା କେନ୍ଦୁଝର ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଜଣାପଡିଛି । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଚାନ୍ଦପଣି ନିକଟରେ ଏକ ଲୁହା ବୋଝେଇ ଟ୍ରକ ଓ କୋଇଲା ବୋଝେଇ ଟ୍ରକ ମୁହଁ।ମୁହିଁ ଧକ୍କା ହୋଇଛନ୍ତି । ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।
ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମରେ ଲାଗିଥିଲେ । ସେମାନେ ପୁଲିସକୁ ଖବର ଦେଇଥିଲେ ବି ଘଟଗାଁ ଥାନା ବା ସଦର ଥାନା ପୁଲିସ୍ ନିଜ ନିଜର ସୀମାରେ ନାହିଁ ବୋଲି ମନେକରି ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ । ଫଳରେ ଉଦ୍ଧାର କାର‌୍ୟ୍ୟରେ ବିଳମ୍ବ ହୋଇଥିଲା ।
https://onakhabar.com/2020/02/02/bride-fire/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking