ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପାଣି ଭର୍ତ୍ତି ଗାତ ଭିତରେ ପଶିଗଲା ଚଳନ୍ତା କାର । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । କାନପୁର ଜିଲ୍ଲାର ଦେହାତରେ ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛନ୍ତି । କାନପୁର ଜିଲ୍ଲା … Continue reading ଭୟଙ୍କର ସଡକ ଦୁର୍ଘଟଣା, ୬ ମୃତ
Copy and paste this URL into your WordPress site to embed
Copy and paste this code into your site to embed