ଅଟୋକୁ ଧକ୍କା ଦେଲା ବସ୍: ୫ମୃତ, ୩ ଗୁରୁତର

କେରଳ: କେରଳ ମାଲାପୁରମ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସାବରୀମାଳା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍‌ ଅଟୋକୁ ଧକ୍କା ଦେଇଛି। ଅଟୋରେ ଥିବା ୫ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏଥିସହ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ କୋଝିକୋଡ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣା ପଡ଼ିିଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କର୍ଣ୍ଣାଟକରୁ ଶ୍ରଦ୍ଧାଳୁଙ୍କୁ ଧରି … Continue reading ଅଟୋକୁ ଧକ୍କା ଦେଲା ବସ୍: ୫ମୃତ, ୩ ଗୁରୁତର