30.1 C
Bhubaneswar
Wednesday, April 24, 2024
Homeଓଡିଶାବସ ଧକ୍କାରେ ୨ସ୍କୁଟି ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ୨ସ୍କୁଟି ଆରୋହୀଙ୍କ ମୃତ୍ୟୁ

ପାଲଲହଡା:ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ସରାକାର ଯେତେ କଡାକଡି ନିୟମ କାନୁନ କଲେ ମଧ୍ୟ ଏହାକୁ ମାନିବାକୁ କେହି ନାରାଜ । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା, ଦ୍ରୃତ ଗତିରେ ଗାଡି ଚାଳନା କାରଣରୁ ଅକାଳରେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେଉଥିବା ଜଣାପଡିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ପାଲଲହଡାରେ ହୋଇଥିବା ଜଣାପଡିଛି । ଏନଏଚ ୧୪୯ ଭୀମକୁଣ୍ଡ ଛକରେ ବସ ଓ ସ୍କୁଟି ମୁହାଁମୁହିଁ ହୋଇଥିଲେ । ବସ ଧକ୍କାରେ ୨ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣଙ୍କ ପରିଚୟ ମିଳିପାରି ନାହିଁ ।
https://onakhabar.com/2019/12/28/accident-46/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking