34.1 C
Bhubaneswar
Friday, March 29, 2024
Homeଓଡିଶା୨ଶିଶୁଙ୍କୁ ଚାପିଦେଲା ଟ୍ରାକ୍ଟର

୨ଶିଶୁଙ୍କୁ ଚାପିଦେଲା ଟ୍ରାକ୍ଟର

ବାସୁଦେବପୁର: ବାସୁଦେବପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପା, ମା’ଙ୍କ ଦାୟିତ୍ୱହୀନ କାରଣରୁ ଏଭଳି ଘଟଣା ଘଟୁଥିବା ଜଣାପଡିଛି । ଏହା ସହ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ମଧ୍ୟ ଏଭଳି ଦୁର୍ଘଟଣା ହେଉଥିବା ଜଣାପଡିଛି । ବାସୁଦେବପୁର ଥାନା କରଞ୍ଜଆଡିଆ ଗାଁରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ,ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ୨ଜଣ ଶିଶୁଙ୍କୁ ଟ୍ରାକ୍ଟର ଚାପି ଦେଇଛି । ଗାଁ ଦାଣ୍ଡରେ ୬ବର୍ଷର ୨ଶିଶୁପୁତ୍ର ଖେଳୁଥିବା ବେଳେ ଏକ ଧାନ ବିଡା ବୋଝେଇ ଟ୍ରାକ୍ଟର ୨ଶିଶୁଙ୍କୁ ଚାପି ଦେଇଛି । ଟ୍ରାକ୍ଟର ଚାପାରେ ଜଣେ ଶିଶୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଥିବା ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ତେଜନା ଦେଖାଦେଇଛି ।
https://onakhabar.com/2019/12/16/accident-one-dead-15-injured/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking